ସ୍ବାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଇ ଦିଆଯିବ : ମୁଖ୍ୟ ସଚିବ

ସେତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବମାଲକାନଗିରି/ଚିତ୍ରକୋଣ୍ଡା: ସ୍ବାଭିମାନ ଅଞ୍ଚଳର ଚାଷୀଙ୍କ ପାଇଁ ଉଠାଜଳସେନ ମାଧ୍ୟମରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ୭୦ଟି ଉଠାଜଳସେଚନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମେଗା ବୋରୱେଲ ମଧ୍ୟ ଖୋଳାଯିବା ନେଇ ଆଲୋଚନା ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଏହା କହିଛନ୍ତି। ଦୁଇ ଦିନିଆ … Continue reading ସ୍ବାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଇ ଦିଆଯିବ : ମୁଖ୍ୟ ସଚିବ